31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଷଷ୍ଠ କରୋନା ପଜେଟିଭ ଚିହ୍ନଟ

ରାଜ୍ୟରେ ଷଷ୍ଠ କରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ଏବେ ଥମିବାର ନାଁ ନେଉନି କରୋନା । ଦିନକୁ ଦିନ ବ୍ୟାପିବାରେ ଲାଗିଛି ଏହି ଭାଇରସ । ସାରା ବିଶ୍ୱରେ ଏଥିରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୧୭ ଶହ ପରେ ଏଥିରେ ଆକ୍ରାନ୍ତ ଅଛନ୍ତି । ପୂର୍ବରୁ ଭୁବନେଶ୍ୱରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ରୁ ଜଣେ ଚିହ୍ନଟ ହୋଇଥିଲେ ।ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଁଞ୍ଚିଛି । ଆଉ ଏହା ଭିତରେ ଓଡିଶାରେ ଏବେ ଷଷ୍ଠ କରୋନା ପଜେଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର କଟକ ଅଂଚଳରେ ହୋଇଥିବା ବେଳେ ସେ ନିକଟରେ ଦିଲ୍ଲୀ ଗସ୍ତ କରିଥିବା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ । ଯଦିଓ ତାଙ୍କର ସବିଶେଷ ସୂଚନା ଆସିନାହିଁ  ତେବେ ସେ ଦେଲ୍ହୀ ରେ ନିଁଜ଼ାମୁଦ୍ଦିନ ଗସ୍ତ କରିଥିବା ଆଶଙ୍କା କରାଯାଉଛି ।
 
https://onakhabar.com/2020/04/03/pm-narendra-modi-share-video-message/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking