୬୯ତମ ଜାତୀୟ ଫିଲ୍ମ ପୁରସ୍କାର : ଅଲୁ – ଆଲିଆ ଶ୍ରେଷ୍ଠ

ବ୍ୟୁରୋ :୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଦକ୍ଷିଣର ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ସେହିପରି ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି ‘ପ୍ରତୀକ୍ଷା’। ସର୍ଦ୍ଦାର ଉଦ୍ଦମକୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର । ସେହିପରି ପୁଷ୍ପା … Continue reading ୬୯ତମ ଜାତୀୟ ଫିଲ୍ମ ପୁରସ୍କାର : ଅଲୁ – ଆଲିଆ ଶ୍ରେଷ୍ଠ