31.1 C
Bhubaneswar
Saturday, April 20, 2024
Homeକରୋନାସିଆରପିଏଫ ଯବାନଙ୍କ ଉପରେ କରୋନା ବାଦଲ

ସିଆରପିଏଫ ଯବାନଙ୍କ ଉପରେ କରୋନା ବାଦଲ

ଭୁବନେଶ୍ୱର : ସିଆରପିଏଫ ଯବାନଙ୍କ ଉପରେ କରୋନାର ବାଦଲ । ଦିନକରେ ୬୮ ଜଣଙ୍କର ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ସମସ୍ତ ଯବାନ ଗୋଟିଏ ନିଦ୍ଦିଷ୍ଟ ବ୍ୟାଟେଲିଅନର । ପୂର୍ବ ଦିଲ୍ଲୀରେ ଥିବା ଏହି ବ୍ୟାଟେଲିଅନର ଏକ କ୍ୟାମ୍ପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏହି କ୍ୟାମ୍ପର ୫୪ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ଏହି ୬୮ ଜଣଙ୍କୁ ମିଶାଇ ମୋଟ ୧୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ମୋଟ ୧୨୭ ଜଣ ସିଆରପିଏଫ ଯବାନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
https://onakhabar.com/2020/05/02/covid-19-death-1228-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking