ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା

କେନ୍ଦ୍ରାପଡା : ଆଳିରୁ ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସର ଗର୍ଭବତୀ । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ କରିଛି ୬୫ ବର୍ଷର ଅଜା । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ … Continue reading ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା