40.1 C
Bhubaneswar
Thursday, April 25, 2024
Homeକରୋନାବିଶ୍ୱର ୬୩ ପ୍ରତିଶତ ଭ୍ୟାକସିନ ଭାରତରେ ପ୍ରସ୍ତୁତ

ବିଶ୍ୱର ୬୩ ପ୍ରତିଶତ ଭ୍ୟାକସିନ ଭାରତରେ ପ୍ରସ୍ତୁତ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ ସଂପର୍କରେ ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, କରୋନା ଭ୍ୟାକସିନ ପ୍ରସ୍ତୁତ ପାଇଁ ଭାରତୀୟ ବୈଜ୍ଞାନିକ ଲାଗି ପଡିଛନ୍ତି । ୨ଟି ଭ୍ୟାକସିନର ମାନବିକ ପରୀକ୍ଷଣ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ପ୍ରତି ଭ୍ୟାକସିନ ପରୀକ୍ଷଣ ପାଇଁ ୧ ହଜାର ଲେଖାଏଁ ସ୍ୱେଚ୍ଛାସେବୀ ମନୋନୀତ ହୋଇଛନ୍ତି । ପ୍ରଥମ ଦେଶ ଭାବେ ଋଷ ମାନବିକ ପରୀକ୍ଷଣରେ ସଫଳ ହୋଇଛି । ଚୀନ, ଆମେରିକା, ବ୍ରିଟେନ ମଧ୍ୟ ଭ୍ୟାକସିନରେ ଅଗ୍ରଗତି କରୁଛନ୍ତି । ତେବେ ଭ୍ୟାକସିନ ଯେଉଁଠି ବି ଉଦ୍ଭାବନ ହେଉ, ଭାରତର ବଡ ଭୂମିକା ରହିଛି । ଭ୍ୟାକସିନ ଉତ୍ପାଦନ ଓ ଯୋଗାଣରେ ଭାରତର ବଡ ଭୂମିକା ରହିବ । ବିଶ୍ୱରେ ଯେତିକି ଭ୍ୟାକସିନ ଆବଶ୍ୟକ ହୁଏ, ତାର ୬୩ ପ୍ରତିଶତ ଭାରତ ଯୋଗାଏ ।

ଅନଲାଇନରେ ହେବ ଭିନ୍ନକ୍ଷମ ପିଲାଙ୍କ ଆଡମିଶନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking