29.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ଆଜି ୬୦୮ କରୋନା ରୋଗୀ ସୁସ୍ଥ

ରାଜ୍ୟରେ ଆଜି ୬୦୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ଵର: ରାଜ୍ୟରେ ପାଇଁ ଆଜି ଏକ ଖୁସି ଓ ଅଶ୍ଵସ୍ଥିର ଖବର ରହିଛି । ରାଜ୍ୟରେ ଆଜି ୬୦୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୭୯ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ୮୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୫୦ ଜଣ ସୁସ୍ଥ ହେବ ସହ କଟକରୁ ୪୨ ଜଣ ସୁସ୍ଥ ହୋଇଛନ୍ତି । ସେଇଭଳି କେନ୍ଦୁଝର ରୁ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ମାଲକାନଗିରି ରୁ ୨୧ ଓ ପୁରୀ ରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁନ୍ଦରଗଡରୁ ୧୫ ଜଣ ଭଲ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରୁ ୧୨, ବରଗଡ଼ ରୁ ୧୧, କୋରାପୁଟ ରୁ ୯, କନ୍ଧମାଳ ରୁ ୮, ଜଗତସିଂପୁର ରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେଇଭଳି ଅନୁଗୁଳ, ନବରଙ୍ଗପୁର ଓ ବାଲେଶ୍ଵର ରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୫ ସୁସ୍ଥ ହେବା ସହ ଗଜପତି ରୁ ୩ ଓ ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କେନ୍ଦ୍ରାପଡ଼ା ଓ ସମ୍ବଲପୁର ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୧୯୩୮ ଜଣ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking