34.1 C
Bhubaneswar
Friday, March 29, 2024
Homeଅପରାଧସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରି 6 ଗିରଫ

ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରି 6 ଗିରଫ

ରାଉରକେଲା: ସୋସିଆଲ ମିଡିଆରେ ମିଥ୍ୟାପ୍ରଚାର କଲେ ଦୋଷୀ ବିରୋଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଏସପି କେ ଶିବା ଶୁବ୍ରାମଣି ସୂଚନା ଦେଇଛନ୍ତି । ଫେସବୁକରେ ପୋଷ୍ଟ କରି ରାଜୁ ବଡାଇକ ନାମକ ଏକ ଯୁବକକୁ ଝିରପାଣି ଥାନା ପୋଲିସ ଗିରଫ କରିଛି । ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ 2 ଜଣ ଗିରଫ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଏ ଯାଏଁ 5 ଟି ମାମଲାରେ ରାଉରକେଲା ପୋଲିସ 6 ଜଣଙ୍କୁ ଗିରଫ କରିଛି।

https://onakhabar.com/2020/04/21/jajapur-dist-news-32/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking