32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଏନକାଉଣ୍ଟରରେ ୫ ନକ୍ସଲ ମୃତ

ଏନକାଉଣ୍ଟରରେ ୫ ନକ୍ସଲ ମୃତ

ବିଶାଖାପାଟଣା: ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ଗୋଟିଏ ଏକେ୪୭, ଏସଏଲଆର, ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି । କମ୍ବିଂ ଚାଲିଥିବା କହିଛନ୍ତି ବିଶାଖାପାଟଣା ଗ୍ରାମାଂଚଳ ଏସପି ।

ଅନ୍ୟପଟେ , ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି । କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ମିଳିବା ପରେ SOG ଓ DVF ବାହିନୀ ଗତକାଲି ରାତ୍ରିରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ଆଜି ସକାଳେ ପୋଲିସକୁ ଦେଖିବା ପରେ ମାଓବାଦୀମନେ ପ୍ରଥମେ ସୁରକ୍ଷାକର୍ମୀଙ୍କୁ ଉପରେ ଗୁଳିଚଳନା କରିଥିଲେ । ଏହାର ପ୍ରତି ଜବାବରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚଳନା କରାଯାଇଥିଲା । ତେବେ ବର୍ତମାନ ସୁଦ୍ଧା କେହି ମୃତା ହତ ହୋଇ ଥିବା ଖବର ମିଳିପାରି ନାହିଁ । ଗୁଳିବିନିମୟ ପରେ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରି ରହିଥିବା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking