ମୁକ୍ତହେବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିବା ନଳିନୀ ସମେତ ୬ ଦୋଷୀଙ୍କ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି, ତାମିଲନାଡ଼ୁ ରାଜ୍ୟପାଳ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆମକୁ ଏହି ପଦକ୍ଷେପ ନେବାକୁ ପଡ଼ିଛି । ସମୟ ପୂର୍ବରୁ ମୁକ୍ତି ପାଇଁ ଦୋଷୀ ନଳିନୀ ଏବଂ ଆର୍‌ପି ରବିଚନ୍ଦ୍ରନ୍‌ଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ … Continue reading ମୁକ୍ତହେବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ