୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନ କୋଭିଡ୍-୧୯ ମାରାତ୍ମକ ଭୂତାଣୁ ୨ଜଣଙ୍କ ଜୀବନ ନେଇଛି । କର୍ଣ୍ଣାଟକ ଓ ହରିୟାଣାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂଆ କୋଭିଡ୍ କେସକୁ ମିଶାଇ ଦେଶରେ ସକ୍ରିୟ ମାମଲା ୪,୫୬୫କୁ ବୃଦ୍ଧି ପାଇଛି । ସେହିଭଳି ଗୋଟିଏ ଦିନରେ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି … Continue reading ୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ