40.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ଆଜି ଆଉ ୫୭ ଆକ୍ରାନ୍ତ ଚିହ୍ନଟ, ୯୭ ସୁସ୍ଥ

ରାଜଧାନୀରେ ଆଜି ଆଉ ୫୭ ଆକ୍ରାନ୍ତ ଚିହ୍ନଟ, ୯୭ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୪ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୭୦୪ରେ ପହଞ୍ଚିଛି। ସେହିପରି ୨୮୬୭୦ଜଣ ସୁସ୍ଥ ହୋଇଥିବାବେଳେ ୧୮୧ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ଟିଭ କେସ ୮୩୨ଟି ରହିଛି। ଅନ୍ୟପକ୍ଷରେ ଆଜି ରାଝଧାନୀରୁ ୯୭ଜଣ ସୁସ୍ଥ ହୋଇଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking