39.8 C
Bhubaneswar
Thursday, April 18, 2024
Homeକରୋନାଆମେରିକାରେ ୫୬ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ଆମେରିକାରେ ୫୬ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ନ୍ୟୁୟର୍କ : ସାରା ବିଶ୍ୱରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଛି। ଏହି ମହାମାରୀର ସବୁଠାରୁ ଭୟଙ୍କର ବିସ୍ଫୋରଣ ମହାଶକ୍ତି ଦେଶ ଭାବେ ପରିଗଣିତ ଆମେରିକାରେ ହୋଇଛି ଜ୍ଝ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ ୧୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ପ୍ରତିଦିନ ପ୍ରାୟ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ହଜାର ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ଆମେରିକାରେ ଏପର୍ଯ୍ୟନ୍ତ ପ୍ରାୟ ୯ ଲକ୍ଷ ୮୭ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଜ୍ଝ ଆମେରିକାରେ ଜାନୁଆରୀରୁ କରୋନା ଭୂତାଣୁଙ୍କ ଯୋଗୁଁ ପୀଡିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି।
https://onakhabar.com/2020/04/27/andhrapradesh-governer-office-4-employee-became-corona-affected/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking