ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ୫୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ ଟି କ୍ୱାରେଣ୍ଟିନ ରହିଥିବା ବେଳେ ୩୨୧ ଲୋକାଲ କଣ୍ଟାକ୍ଟ କେସ ରହିଛି । ଏକ ଘରୋଇ ହସ୍ପିଟାଲର ୨୩ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୬ ପୋଲିସ କର୍ମଚାରୀ ଓ ୧୧ ବ୍ୟାଙ୍କ କର୍ମଚାରୀ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୀମପୁର କେଳାସାହିରୁ ୧୧, ପଟିଆରୁ ୧୧, ଶୈଳଶ୍ରୀ ବିହାରରୁ ୧୦ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 2nd Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Rm5xJsC5Lm— BMC (@bmcbbsr) September 2, 2020