୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁର : ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ମଙ୍ଗଳବାର ୩ ଘଟିକା ସମୟରେ ଅବକାରୀ ଇନସିପେକ୍ଟର ସମୀର କୁମାର ମହାନ୍ତି ଚୂନଭାଟି ପ୍ଲଟ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ବ୍ରାଉନସୁଗାର ରଖି ବିକୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ ଯାଜପୁର ରୋଡ ଥାନା ଜରି ସାହି ଅଞ୍ଚଳର ଶଙ୍କରଷଣ ରାଉତ ବୋଲି ଜଣାପଡିଛି l ସେପଟେ … Continue reading ୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ