27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୨୪ ଘଣ୍ଟାରେ ରାଜ୍ୟରେ ୫୦ ହଜାର ୯୭୯ କରୋନା ଟେଷ୍ଟ

୨୪ ଘଣ୍ଟାରେ ରାଜ୍ୟରେ ୫୦ ହଜାର ୯୭୯ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏଥିସହ ପ୍ରତିଦିନ ଟେଷ୍ଟ ସଂଖ୍ୟା ମଧ୍ୟ ବଡିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ହଜାର ୯୭୯ କରୋନା ପରୀକ୍ଷା କରାଯାଇଛି । ସେଥିମଦ୍‌ୟରୁ ୭୬୦୭ଟି ଆରଟିପିସିଆର ଟେଷ୍ଟ ହୋଇଥିବା ବେଳେ ୪୩,୨୧୩ଟି ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ଏଥିସହ ୧୬୦ଟି ଟ୍ରୁନାଟ୍ ଟେଷ୍ଟ ହୋଇଛି ।

ସୂଚନାଯୋଗ୍ୟ,ଗତକାଲି ରାଜ୍ୟରେ ୫୦ ହଜାର ୦୪୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଥିଲା। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍‌ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking