ଦେଶରେ ବୀମାଭୁକ୍ତ ହୋଇନି ୫୦% ଯାନାବାହନ

ନୂଆଦିଲ୍ଲୀ : ଭାରତୀୟ ରାସ୍ତାରେ ଚଳାଚଳ କରୁଥିବା ପ୍ରାୟ ୫୦ ପ୍ରତିଶତ ଯାନବାହନ ବୀମାଭୁକ୍ତ ହୋଇନଥିବା ଜଣାପଡିଛି । ଏପରିକି ଥାର୍ଡପାର୍ଟି ଇନ୍‌ସ୍ୟୁରାନ୍ସ ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା ଏହି ଯାନଗୁଡିକ ବିନା ବୀମାରେ ଚଳାଚଳ କରୁଛି । ମଙ୍ଗଳବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗୱତ କରାଡ୍ କହିଛନ୍ତି ଯେ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତୀୟ ସଡକରେ ପ୍ରାୟ ୩୦.୫ କୋଟି ଯାନବାହନ ଚଳାଚଳ … Continue reading ଦେଶରେ ବୀମାଭୁକ୍ତ ହୋଇନି ୫୦% ଯାନାବାହନ