29.1 C
Bhubaneswar
Thursday, April 25, 2024
Homeଓଡିଶା୫୦ ଏନଡିଆରଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ

୫୦ ଏନଡିଆରଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ୫୦ ଏନଡିଆରଏଫ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି କଟକ ମୁଣ୍ଡଳୀ ଏନଡିଆରଏଫ କ୍ୟାମ୍ପର ୪୯ ଯବାନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ଦିନ ତଳେ ଜଣେ ଯବାନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବତ୍ତର୍ମାନ ମୋଟ୍ ୫୦ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଏନଡିଆରଏଫ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୧୬୭ ଏନଡିଆରଏଫ ଯବାନ୍ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍ ରହିଥିଲେ। ସ୍ୱାବ୍ ଟେଷ୍ଟ ପରେ ୫୦ ଯବାନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
https://onakhabar.com/2020/06/09/doctor-and-nurse-corona-positive-in-nayagarh-district-medical/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking