ତାରିଣୀ ପୀଠକୁ ମିଳିବ ଜାତୀୟ ମାନ୍ୟତା

କେନ୍ଦୁଝର : ଘଟଗାଁ ତାରିଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଆଉ ୫୦ କୋଟି । ମା’ ତାରିଣୀଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଏବେ ୫୦ କୋଟିର କାମ ଚାଲିଛି, ଏହା ତାରିଣୀ ପୀଠର ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ । ସେଥିପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଶହେ କୋଟି ଟଙ୍କାର ସୌନ୍ଦର୍ଯ୍ୟକରଣ କାମ ହେବ । ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନେଦେରକୁ … Continue reading ତାରିଣୀ ପୀଠକୁ ମିଳିବ ଜାତୀୟ ମାନ୍ୟତା