33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ଭୁବନେଶ୍ୱର: ୫ ବର୍ଷ ଶିଶୁର ଗୋଡ ପଥର ସନ୍ଧିଲା ଫସିଯାଇଥିବା ସୂଚନା ମିଳିଛି । ପୁରୁଣା କଟକ ବୁରୁଗୁଡା ଗାଁରେ ପାହାଡି ନାଳ ପଥର ସନ୍ଧିରେ ଫସିଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସକାଳେ ପିଲାଟି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲା । ଗାଧୋଇବା ବେଳେ ପଛର ସନ୍ଧିରେ ଗୋଡ ଫସିଯାଇଥିଲା । ବହୁ ଚେଷ୍ଟା କରି ଗୋଡ ବାହାରିବା ପରେ ଓଡ୍ରାଫକୁ ଡକାଯାଇଥିଲା । ତେବେ ଓଡ୍ରାଫ ଚେଷ୍ଟା ଜାରି ରଖିଥିଲେ ବି ଏ ଯାଏ ପିଲାଟି ପାରିନଥିଲା । ହେଲେ ଏବେ ସେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking