24.1 C
Bhubaneswar
Tuesday, March 19, 2024
Homeଓଡିଶାଓଡ଼ିଶାରେ ଚିହ୍ନଟ ହୋଇଛି କରୋନା ର ୫ ପ୍ରକାର ଭୁତାଣୁ

ଓଡ଼ିଶାରେ ଚିହ୍ନଟ ହୋଇଛି କରୋନା ର ୫ ପ୍ରକାର ଭୁତାଣୁ

ନୂଆଦିଲ୍ଲୀ: କରୋନା ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନାର ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି । ସେଗୁଡ଼ିକ ହେଉଛି ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି । ୧୯-ଏ ଓ ୧୯-ବି ୟୁରୋପ ଓ ଦକ୍ଷିଣ ପୂର୍ବ ଦେଶରୁ ଆସିଛି । ୨୦-ସି ଭୂତାଣୁ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଥିବା ନେଇ ଜଣାପଡ଼ିଛି ।ଆରଏମଆରସି , ଆଇଏଲଏସର ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking