34.1 C
Bhubaneswar
Friday, March 29, 2024
Homeଜୀବନଶୈଳୀଶୀତ ଦିନେ ଓଜନ ହ୍ରାସ କରିବାର ଉପାୟ

ଶୀତ ଦିନେ ଓଜନ ହ୍ରାସ କରିବାର ଉପାୟ

ଭୁବନେଶ୍ୱର: ଆଗକୁ ଆଶୁଛି ଶୀତ ଦିନ ।ଯେଉଁ ମାନେ ଗରମ ଦିନେ ବାୟାମ ଓ କସରତ୍ କରି ଓଜନ କମାଇଥାନ୍ତି ,ଶୀତ ଦିନ ଅଧିକ ଥଣ୍ଡା ପଡ଼ିବା ଯୋଗୁଁ ବାୟାମ କରିବାକୁ କିମ୍ବା ଭୋର୍‌ରୁ ଚାଲିବାକୁ ଯାଇପାରନ୍ତିନାହଁ । ଫଳ କମାଇ ଥିବା ଓଜନ ପୁଣି ବଢିବାକୁ ଲାଗେ ।ଏହି ସମୟରେ ଗରମ ଜିନିଷ ଖାଇବାକୁ ମନ କରିଥାଏ ତେଣୁ ବାର ବାର ଖାଇବା ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହେଇଥାଏ ।
ଆଜି ଆସନ୍ତୁ ଜାଣିବା ଏପରି ୫ଟି ସରଳ ଉପାୟ ଯେଉଁଥିରେ ଓଜନ ବୃଦ୍ଧି ନହୋଇ ଶରୀରକୁ ସୁସ୍ଥ ରଖିବା ସହ ଓଜନ କମ୍ କରିହେବ ।
୧-ପ୍ରଥମେ ମନେ ରଖନ୍ତୁ ଶୀତଦିନେ ଯାହା କିଣୁଛନ୍ତି ସତେଜ କିଣିବୋ ପରିବା ହେଉ କି ଫଳ ସବୁବେଳେ ସତେଜ ଥିବା ଦରକାର ।
୨-ଦିନ କୁ ୨ ରୁ ୩ ଥର ଉଷୁମ୍ ପାଣି,ଗ୍ରାନ୍ ଟି,ଓ ହର୍ବାଲ୍ ଟି ପିଅନ୍ତୁା ଏହାଦ୍ୱାରା ଶରୀର ସବୁବେଳେ ହାଇଡ଼୍ରେଟ୍ ରହିଥାଏ ।ଯାହା ଆମ ମେଟାବୋଲିଜମ୍ କୁ ଠିକ୍ ରଖିଥାଏ ।
୩-କିଛି ଅଧିକ ଖାଦ୍ୟ ଖାଇବା ପୁର୍ବରୁ କମ୍ କ୍ୟାଲୋରୀ ଯୁକ୍ତ ସୁପ୍ ନିଶ୍ଚୟ ପିଅନ୍ତୁ । ଏହାଦ୍ୱାରା ୨୦ ପ୍ରତିଶତ ଖାଇବା କମ୍ ହେଇଯାଏ । ଯାହାକି ଓଜନ କୁ ନିୟନ୍ତ୍ରଣରେ ରଖିଥାଏ ।
୪-ପ୍ରତି ଖାଦ୍ୟରେ ପ୍ରୋଟିନ୍‌କୁ ମିଶାନ୍ତୁ । ଏହାଦ୍ୱାରା ଶରୀରକୁ ବାର ବାର ଭୋକ ଲାଗିବନି ।ଯାହା ଆପଣଙ୍କ କ୍ୟାଲୋରୀକୁ କମ୍ କରେଇବ ଓ ବ୍ଲଡ଼ ପ୍ରେସର୍‌କୁ ନିୟନ୍ତ୍ରଣ ରଖିବ ।ଯେମିତି କି ବୁଟ,ମୁଗ,ଛେନା,ପନୀର୍‌,ଚିକେନ୍‌,ଓ ଅଣ୍ଡା ଇତ୍ୟାଦିା
୫-ଘର ଭିତରେ ଯୋଗ କରିପାରିବେ ।ଯାହାପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking