28.1 C
Bhubaneswar
Thursday, March 28, 2024
Homeଓଡିଶାଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କଲେ ୫-T ସଚିବ

ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କଲେ ୫-T ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ବିକାଶ କାମର ଅନୁଧ୍ୟାନ କରିଛନ୍ତି ୫-Tସଚିବ ଭି.କେ ପାଣ୍ଡିଆନ୍ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପାଣ୍ଡିଆନ୍ ସ୍ଥିତି ସମୀକ୍ଷା କରିଛନ୍ତି ସମୀକ୍ଷା । ୮୦%ରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ସୂଚନା ମିଳିଛି । ନଭେମ୍ବର ସୁଦ୍ଧା ସରିବ ଜମିଅଧିଗ୍ରହଣ କାମ । ମହାଶିବରାତ୍ରୀ ପୂର୍ବରୁ ରାସ୍ତା ପ୍ରଶସ୍ତ ହେବାର ଯୋଜନା ରହିଛି । ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି। ନଭେମ୍ୱର ମାସ ଶେଷ ସୁଦ୍ଧା ଏହି ଉନ୍ନତିମୂଳକ କାମ ଶେଷ କରିବା ଯୋଜନା ରଖାଯାଇଛି। ଏଣେ ମହାଶିବରାତ୍ରୀ ଆଗରୁ ରାସ୍ତା ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking