ପୁରୀରେ ‘୫ଟି’ ସଚିବ: ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ‘୫ଟି’ ସଚିବ ଭିକେ ପାଣ୍ଡିଆନ୍‌ । ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ‘୫ଟି’ ସଚିବ ପୁରୀ ଆସିଥିଲେ । ଏହି ଅବସରରେ ସେ ବିଭାଗୀୟ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ଅଫିସର ଏବଂ ଠିକାସଂସ୍ଥା … Continue reading ପୁରୀରେ ‘୫ଟି’ ସଚିବ: ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା