୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ଼ ହେବା ଆବଶକ୍ୟ : ସାଲୁଜା

ବ୍ୟୁରୋ : ୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ ହେବ କହିଲେ ସାଲୁଜା | ପ୍ରେସମିଟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଚେତାବନୀ | ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼ ହେଲା, କାହାରିକୁ ଗିରଫ କରାଗଲାନି | ସରକାରୀ ଅଫିସରଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି କହିଲେ ସାଲୁଜା |ପାଣ୍ଡିଆନଙ୍କୁ ସବୁ ଜାଗାରେ ଅଣ୍ଡା ଓ କାଳି ମାଡ ହେବା ଆବଶକ୍ୟ| ପାଣ୍ଡିଆନ ଙ୍କୁ ସବୁଠି କଂଗ୍ରେସ ଅଣ୍ଡା ଓ କାଳି ମାଡ଼ … Continue reading ୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ଼ ହେବା ଆବଶକ୍ୟ : ସାଲୁଜା