୫ ପିଏଫ୍‌ଆଇ ସମର୍ଥକ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ପକ୍ଷରୁ ମଙ୍ଗଳବାର ତାମିଲନାଡୁରୁ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ)ର ୫ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି । ଫଳରେ ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ତାମିଲନାଡୁରୁ ମୋଟ ୧୫ ଜଣ ପିଏଫ୍‌ଆଇ ସମର୍ଥକ ଗିରଫ ହୋଇସାରିଲେଣି । ଗିରଫ ସମର୍ଥକଙ୍କ ବାସଭବନରୁ ମାରଣାସ୍ତ୍ର, ଡିଜିଟାଲ ଯନ୍ତ୍ରପାତି ଓ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କେନ୍ଦ୍ର ସରକାର ଗତବର୍ଷ ପିଏଫ୍‌ଆଇକୁ ୫ ବର୍ଷ … Continue reading ୫ ପିଏଫ୍‌ଆଇ ସମର୍ଥକ ଗିରଫ