ହତ୍ୟା ଘଟଣାରେ ୫ଙ୍କୁ ଆଜୀବନ ଜେଲ

ବାଲିଗୁଡା : ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀଲ୍ଲିପ କୁମାର ବିଶ୍ୱାଳ ଏକ ହତ୍ୟାଘଟଣାର ଶୁଣାଣି କରି ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସନ୍ତୋଷ ପ୍ରଧାନୀଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ୍ ହୋଇଥିବା ଆସାମୀମାନେ ହେଲେ ଗଙ୍ଗାଧର ପାତ୍ର, ପ୍ରଦୀପ ଦଣ୍ଡସେନା, ବାରାଣସୀ ପାତ୍ର, ବିନାୟକ ପାତ୍ର ଓ ଗୋଲକ ପୁଜାରୀ । ସୂଚନାନୁଯାୟୀ, ୨୦୧୪ ମାର୍ଚ୍ଚ ୧୨ ତାରିଖରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ନେଡ଼ିସାହିର ସନ୍ତୋଷ ପ୍ରଧାନୀ ନାସ (ଗୁଟଖା) … Continue reading ହତ୍ୟା ଘଟଣାରେ ୫ଙ୍କୁ ଆଜୀବନ ଜେଲ