୫-ଟି ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରୁ ଫାଇଭ୍-ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ । ସରକାରୀ କାର୍ଯ୍ୟାଳୟ ପରିସରରୁ ଫାଇଭ୍-ଟି ସହ ମୋ ସରକାର ବୋର୍ଡ ହଟାିବାକୁ ନିର୍ଦ୍ଦେଶ। ସୋସିଆଲ ମିଡିଆ ଏକ୍ସରେ ଏନେଇ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ‘୫-ଟି’ – ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, … Continue reading ୫-ଟି ହଟାଇବାକୁ ନିର୍ଦ୍ଦେଶ