39.1 C
Bhubaneswar
Tuesday, April 23, 2024
Homeଓଡିଶା୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ

୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର : ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଯେଉଁ ୫ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଏମାନେ ସମେସ୍ତ ବାଲେଶ୍ୱର ଜିଲ୍ଲା କଣ୍ଟେନମେଣ୍ଟ ଜୋନ୍ ଅଂଚଳର ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ୪ଜଣ ମହିଳାଙ୍କ ବୟସ, ୫୫,୨୨,୨୩,୨୯ ବର୍ଷ, ପୁରୁଷଙ୍କ ବୟସ ୨୭ ବୋଲି ଜଣାପଡ଼ିଛି । ଆଜି ବାଲେଶ୍ୱରରେ ୫କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ଛୁଇଁଛି ।
https://onakhabar.com/2020/04/27/5-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking