33.1 C
Bhubaneswar
Wednesday, April 24, 2024
Homeଓଡିଶାଗଞ୍ଜାମରେ ଆଉ ୫ ପଜେଟିଭ ଚିହ୍ନଟ, ସଂଖ୍ୟା ୨୯୪କୁ ବୃଦ୍ଧି

ଗଞ୍ଜାମରେ ଆଉ ୫ ପଜେଟିଭ ଚିହ୍ନଟ, ସଂଖ୍ୟା ୨୯୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ୫ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଗଂଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି କୁହାଯାଉଥିବା ବେଳେ ଗଂଜାମରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଂଚିଛି । ଆଜି ଗୋଟିଏ ଦିନରେ ଗଂଜାମରୁ ୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ବର୍ତମାନ ୨୨୪ଟି ଆକ୍ଟିଭ କେସ୍ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।
https://onakhabar.com/2020/05/09/two-more-corona-positive-identified-from-ganjam-districts-and-nayagarh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking