କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ

ଉତ୍ତରପ୍ରଦେଶର: ଉତ୍ତରପ୍ରଦେଶର ଅମରୋହାର ଢ଼କ୍କା ମୋଡ ଗାଁରେ ସୋମବାର ଗୋଟିଏ ରୁମ୍‌ରେ ପରିବାରର ୭ ଜଣ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଶୋଇଥିବା ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କୁହାଯାଉଛି ଯେ ସୋମବାର ରାତିରେ ଘରେ ନିଆଁ ଲଗାଇ ରଇସୁଦ୍ଧିନଙ୍କ ପରିବାର ଲୋକ ଶୋଇଥିଲେ। ମଙ୍ଗଳବାର ସକାଳେ ପରିବାରର ୫ ଜଣ ସଦସ୍ୟ ମୃତ ଅବସ୍ଥାରେ ପଡ଼ିଥିବାବେଳେ ଦୁଇ ଅଚେତ ଅବସ୍ଥାରେ ଥିବା ଜଣାପଡିଛି। … Continue reading କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ