ପୋଲିସ ଗୁଳିରେ ୫ ନକ୍ସଲ ସଫା

ଝାଡଖଣ୍ଡ: ଝାଡଖଣ୍ଡ ଚିତ୍ରାରେ ପୋଲିସ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିବା ସୂଚନା । ୫ ନକ୍ସଲଙ୍କ ମଧ୍ୟରୁ  ୪ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି । ୨ ଜଣଙ୍କ ନାଁରେ ୨୫ ଲକ୍ଷ ଓ ଅନ୍ୟ ୨ ଜଣଙ୍କ ନାଁରେ ୫ ଲକ୍ଷ ଥିଲା ।  ଘଟଣାସ୍ଥଳରେ ୨ଟି ଏକେ ୪୭ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ