32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପଞ୍ଜାବର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ପଞ୍ଜାବର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଅନୁପ୍ରବେଶକାରୀ ନିହତ। ଏ ନେଇ  ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ୧୦୩ତମ ବ୍ୟାଟାଲିୟନର ‌ସଜାଗ ରହିଥିବା ସୈନିକମ‌ାନେ ଅନ୍ତର୍ଜାତୀୟ ସୀମାରେ ସନ୍ଦେହଜନକ ଗତିବିଧିକୁ ତଦାରଖ କରୁଛନ୍ତି।
ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲ୍ଳା ଦେଇ ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବଳ ଏହାର ପ୍ରତିବାଦ କରିଥିଲା। ଏହା ପରେ ଅନୁପ୍ରବେଶକାରୀମାନେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ବିଏସ୍‌ଏଫ୍‌ ଯବାନମାନେ ଓଲଟା ଗୁଳି ଚଲାଇ ୫ ଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking