36.7 C
Bhubaneswar
Tuesday, April 16, 2024
Homeଓଡିଶାହୀରାକୁଦ ର ୫ଟି ଗେଟ୍ ହେଲା ବନ୍ଦ୍

ହୀରାକୁଦ ର ୫ଟି ଗେଟ୍ ହେଲା ବନ୍ଦ୍

ଭୁବନେଶ୍ଵର: ଉପରମୁଣ୍ଡରେ ବର୍ଷା କମିବା କାରଣରୁ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ବନ୍ଦ କରାଯାଇଛି। ଏବେ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୫.୩୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୨ ଲକ୍ଷ ୯୨ ହଜାର ୪୫୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି। ଅନ୍ଯପଟେ ମହାନଦୀରେ ଜଳସ୍ତର ମଧ୍ୟ କମିଯାଇଛି।ତେବେ ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆଉ ୨ଟି ଗେଟ୍ ଖୋଲିଥିଲା। ସମୁଦାୟ ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking