ଜି.ଉଦୟଗିରିରେ ୫ ଡିଗ୍ରୀ ତାପମାତ୍ରା
କନ୍ଧମାଳ: ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲାରେ ଜାଡ଼ ଅସହ୍ୟ ହୋଇ ପଡ଼ିଛି । ବୁଧବାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡ଼ିଗ୍ରୀ ଥିବା ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡ଼ିଗ୍ରୀ ଓ ଦାରିଙ୍ଗବାଡ଼ିରେ ୮.୫ ଡ଼ିଗ୍ରୀ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଦିନକୁ ଦିନ କନ୍ଧମାଳ ଜିଲ୍ଲାର ପାରଦ ତଳମୁହାଁ ହେଉଥିବା ଯୋଗୁଁ ଅପରାହ୍ନ ୪ଟା ହୋଇଗଲେ ଶୀତ ମାଡ଼ି ଆସୁଛି । ତେବେ ସହରାଞ୍ଚଳ ଅପେକ୍ଷା ଆଭ୍ୟନ୍ତରିଣ ଅଞ୍ଚଳରେ ଏହାଠାରୁ … Continue reading ଜି.ଉଦୟଗିରିରେ ୫ ଡିଗ୍ରୀ ତାପମାତ୍ରା
Copy and paste this URL into your WordPress site to embed
Copy and paste this code into your site to embed