30.1 C
Bhubaneswar
Thursday, April 25, 2024
Homeଓଡିଶାବର୍ଷା ବିତ୍ପାତ ରେ ୫ ମୃତ

ବର୍ଷା ବିତ୍ପାତ ରେ ୫ ମୃତ

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । ମୃତକଙ୍କ ମଧ୍ୟରେ ମୟୁରଭଞ୍ଜରେ ୩, ବଲାଙ୍ଗୀର ଓ ଦେବଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ନଦୀରେ ଭାସିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାନ୍ଥପଡ଼ି ୩ଜଣଙ୍କର ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking