39.1 C
Bhubaneswar
Wednesday, April 24, 2024
Homeଓଡିଶାଜଗତସିଂହପୁର ଜିଲ୍ଲାର ସମସ୍ତ ୫ଆକ୍ରାନ୍ତ ସୁସ୍ଥ

ଜଗତସିଂହପୁର ଜିଲ୍ଲାର ସମସ୍ତ ୫ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ଥି । ଜଗତସିଂହପୁର ଜିଲ୍ଲାର ସମସ୍ତ ୫କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ସୂଚନାଯୋଗ୍ୟ, ସୁସ୍ଥଙ୍କ ମଧ୍ୟରେ ଜଣେ ୭୦ବର୍ଷୀୟ ବୃଦ୍ଧ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୬୪୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଛନ୍ତି।
https://onakhabar.com/2020/05/17/24-more-covid19-recoveries-in-odisha-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking