33.1 C
Bhubaneswar
Wednesday, April 24, 2024
Homeଅପରାଧବିପୁଳ ପରିମାଣର ମଦ ଜବତ:୫ ଗିରଫ

ବିପୁଳ ପରିମାଣର ମଦ ଜବତ:୫ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ବୁଧବାର ପାଟଣା ଥାନା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ମହୁଲି ମଦ ଜବତ୍ କରିବା ସହ ବେଆଇନ୍ ମଦ ବିକ୍ରି ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ହେଲେ ରାଧାପୁର ଗ୍ରାମର ସୁରେନ୍ଦ୍ର ବେହେରା(୫୫)ବିକ୍ରମ ମାଝୀ(୨୭) ଖଡ଼ିବେଡ଼ ଗ୍ରାମର ସୁରେନ୍ଦ୍ର ଦେଇଗନ(୪୯)କୁଦାବେଡ଼ା ଗ୍ରାମର ଲକ୍ଷ୍ମଣ ମାଝୀ(୫୮)ଓ ଗୁରୁବାରୀ ପାତ୍ର(୪୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏମାନଙ୍କଠାରୁ ବିପୁଳ ପରିମାଣର ମଦ ଜବତ୍ ସହ ପୋଚ ନଷ୍ଟ କରାଯାଇଛି । ଏହା ସହ ମଦରନ୍ଧା ପ୍ରସ୍ତୁତ ପାଇଁ ବ୍ୟବହୃତ ସରଞ୍ଜାମ ଜବତ୍ ହୋଇଛି । ଉକ୍ତ ଚଢ଼ଉରେ ପାଟଣା ଅବକାରୀ ବିଭାଗ ତରଫରୁ ଦିଲ୍ଲୀପ ତାଣ୍ଡି ଜନାର୍ଦ୍ଦନ ପଲେଇଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking