40.1 C
Bhubaneswar
Wednesday, April 24, 2024
Homeକରୋନାଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍‌

ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍‌

ମୁମ୍ବାଇ : ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ଜଣ ଏୟାର ଇଣ୍ଡିଆ ପାଇଲଟ । ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ତଳକୁ ବିଭିନ୍ନ ସାମଗ୍ରୀ ନେଇ ଯାଉଛନ୍ତି। ଏହି ପାଇଲଟ୍‌ମାନେ ମଧ୍ୟ ଡାକ୍ତରୀ ଉପକରଣ ଆଣିବା ପାଇଁ ପଣ୍ୟବାହୀ ବିମାନଗୁଡ଼ିକ ନେଇ ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି। ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୫ଜଣ ପାଇଲଟ୍ ବୋଇଙ୍ଗ ୭୮୭ ଅପ୍ରେଲ୍ ୧୮ତାରିଖ ଦିନ ଦିଲ୍ଲୀରୁ ଗୁଆଙ୍ଗୋଝୌ ଯାତ୍ରା କରିଥିଲେ । ଏହି ୫ଜଣ ପାଇଲଟ୍ ଏବେ ମୁମ୍ବାଇରେ ଅଛନ୍ତି । ଏମାନଙ୍କ ପାଖରେ କରୋନାର ଲକ୍ଷଣ କିଛି ଦେଖାଯାଉ ନଥିବାବେଳେ କିନ୍ତୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
https://onakhabar.com/2020/05/10/covid-19-death-2109-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking