31.1 C
Bhubaneswar
Friday, March 29, 2024
Homeଓଡିଶାରାଜଧାନୀରୁ ଆଜି ୪୯ ପଜେଟିଭ ଚିହ୍ନଟ

ରାଜଧାନୀରୁ ଆଜି ୪୯ ପଜେଟିଭ ଚିହ୍ନଟ

ଭୁବନେଶ୍ଵର: ଆଜି ରାଜଧାନୀରୁ ୪୯ କରୋନା ପୋଜଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍ ଟାଇନ ସେଣ୍ଟର୍ ରୁ ହୋଇଥିବା ବେଳେ ୧୫ ଟି ଲୋକାଲ କେସ ରହିଛି । ଲୋକାଲ କେସ ରେ
ବରମୁଣ୍ଡା, ଗଙ୍ଗନଗର, ୟୁନିଟ ୩ରୁ ଗୋଟିଏ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୟୁନିଟ ୩ , ବିଜେବି ନଗର, ପୋଖରୀପୁଟରୁ ୨ଟି, ଲକ୍ଷ୍ମି ସାଗରରୁ ଗୋଟିଏ, ଖଣ୍ଡଗିରି ରୁ ଦୁଇଟି, ନୟାପଲ୍ଲୀ ରୁ ୨, ଭରତପୁର ଓ ଟଙ୍କପାଣୀ ରୋଡ଼ ରୁ ଗୋଟିଏ କେସ ରହିଛି । ଏହାକୁ ମିଶାଇ ରାଜଧାନୀ ରେ ମୋଟ୍ ୧୨୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୭୬ ଜଣ ସୁସ୍ଥ ହୋଇଛନ୍ତି । ୬୪୨ ଟି ଅକ୍ଟିଭ କେସ ରହିବା ସହ ୧୧ ଜଣଙ୍କ ପ୍ରାଣ ନେଇଛି କରୋନା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking