ଆସନ୍ତାକାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି
ଯାଜପୁର: କାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି। ଯାଜପୁର ସହର ଓ ସଂଲଗ୍ନ ଅଞ୍ଚଳର ସମସ୍ତ ସ୍କୁଲ ଛୁଟି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ … Continue reading ଆସନ୍ତାକାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି
Copy and paste this URL into your WordPress site to embed
Copy and paste this code into your site to embed