40.1 C
Bhubaneswar
Thursday, April 25, 2024
Homeଓଡିଶାଦିବ୍ୟାଙ୍ଗ ପରିମଳ ଓ ଅଧିକାର କୁ ନେଇ ଦାବିପତ୍ର ପ୍ରଦାନ

ଦିବ୍ୟାଙ୍ଗ ପରିମଳ ଓ ଅଧିକାର କୁ ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର: ଜିଲ୍ଲାର ଦିବ୍ୟାଙ୍ଗ ବ୍ୟକ୍ତିମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ଗୁରୁବାର ଶତାଧିକ ଦିବ୍ୟାଙ୍ଗଙ୍କ ସଂଗଠନ ସମର୍ଥ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସହରର ବିଭିନ୍ନ ବସଷ୍ଟାଣ୍ଡ, ରେଳ ଷ୍ଟେସନ କିମ୍ବା ସରକାରୀ ଦପ୍ତର ଆଦିରେ ଦିବ୍ୟାଙ୍ଗଙ୍କ ପାଇଁ ପରିମଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ।ଏମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ଗ୍ରହଣ ସହ ଦିବ୍ୟାଙ୍ଗଙ୍କୁ ସ୍ୱତନ୍ତ୍ର ଘର ପ୍ରଦାନ, ଦିବ୍ୟାଙ୍ଗଙ୍କୁ ପ୍ରଦାନ କରାଯାଇଥିବା ରେଳ, ବସ ଆଦି ପାସ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ସମର୍ଥ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଦିବ୍ୟାଙ୍ଗମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking