31.1 C
Bhubaneswar
Friday, March 29, 2024
Homeଓଡିଶାଖୋଲିଲା ହୀରାକୁଦ ଡ୍ୟାମର ୪୪ଟି ଗେଟ୍‌

ଖୋଲିଲା ହୀରାକୁଦ ଡ୍ୟାମର ୪୪ଟି ଗେଟ୍‌

ସମ୍ବଲପୁର : ପୁଣି ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍‌ ଖୋଲା ଯାଇଛି। ଏହାସହ ବର୍ତ୍ତମାନ ମୋଟ୍‌ ୪୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଯୋବ୍ରା ଦେଇ ୪ ଲକ୍ଷ ୨୩ ହଜାର ୫୧୪ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking