29.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟରେ ଆଜି ୪୨୩୭ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ୬୪୭

ରାଜ୍ୟରେ ଆଜି ୪୨୩୭ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ୬୪୭

ଭୁବନେଶ୍ୱର: ରାଜ୍ୟରେ ଆଜି ୪୨୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୨୪୮୫ ରହିଥିବା ବେଳେ ୧୭୫୨ଟି ଲୋକାଲ କେସ ରହିଛି । ଅନୁଗୁଳରୁ ୧୧୦ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬୧, ବରଗଡରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୪୩, କଟକରୁ ୫୭୭, ଦେବଗଡରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଂଜାମରୁ ୭୧, ଜଗତସିଂହପୁରରୁ ୧୭୩, ଯାଜପୁରରୁ ୨୦୧, ଝାରସୁଗୁଡାରୁ ୨୦୫, କଲାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୪୨, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଂଜରୁ ୧୩୯, ନବରଂଗପୁରରୁ ୭୦, ନୟାଗଡରୁ ୫୦, ନୂଆପଡାରୁ ୧୧୫, ପୁରୀରୁ ୨୧୯, ରାୟଗଡାରୁ ୫୧, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୩୧, ସୁନ୍ଦରଗଡରୁ ୧୦୧ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୨୯୦୫୭୩୧ ଟେଷ୍ଟ ହୋଇସାରିଥିବା ବେଳେ ପଜିଟିଭ କେସ ୧୯୨୫୪୮ ରହିବା ସହ ୧୫୩୨୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୫୪୬ ଆକ୍ଟିଭ କେସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking