34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଜି ବିଏମସିରୁ ୪୧୩ ପଜିଟିଭ ଚିହ୍ନଟ, ପଢନ୍ତୁ କେଉଁଠୁ କେତେ

ଆଜି ବିଏମସିରୁ ୪୧୩ ପଜିଟିଭ ଚିହ୍ନଟ, ପଢନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୪୧୩ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୧ଟି ଲୋକାଲ କେସ ହୋଇଥିବା ବେଳେ ୧୧୨ କ୍ୱାରେଣ୍ଟିନ କେସ ରହିଛି । ବରମୁଣ୍ଡାରୁ ୭, ବରମୁଣ୍ଡା ଏଚବି କଲୋନୀରୁ ୬, ବମିଖାଲରୁ ୬ଟି ଲୋକାଲ କେସ ରହିଛି । ଚିନ୍ତାମଣ୍ଡିଶ୍ୱରରୁ ୫, ଝାରପଡାରୁ ୭, କଳିଙ୍ଗନଗରରେ ୮ଟି ଲୋକାଲ କେସ ରହିଛି । ନୟାପଲ୍ଲୀରେ ୬, ଓଲ୍ଡ ଟାଉନରେ ୭, ପଳାଶୁଣିରେ ୬ଟି ଲୋକାଲ କେସ ରହିଛି । ପଟିଆରୁ ୮, ୟୁନିଟ୬ରୁ ୮, ସହିଦନଗରରେ ୫ଟି ଲୋକାଲ କେସ ରହିଛି । ଅନ୍ୟପଟେ ଭୁବନେଶ୍ୱରରେ ୪୨୯ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking