୪୦୦୦ ହଜାର ଟପିଲା ଦେଶରେ କୋଭିଡ୍-୧୯ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପ୍ରତି ୪୦୦୦ ଟପିଥିବା କଥା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ କୋଭିଡ୍-୧୯ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି। ଆଜି ସକାଳ ୮ଟା ସୁଦ୍ଧା ‘ଅପ୍ଡେଟ୍’ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ଓେବ୍ସାଇଟ୍ରେ ସୂଚନା ଦିଆଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪,୦୫୪ଟି ସକ୍ରିୟ … Continue reading ୪୦୦୦ ହଜାର ଟପିଲା ଦେଶରେ କୋଭିଡ୍-୧୯ ସଂକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed