28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅନୁପ୍ରବେଶ ଅପେକ୍ଷାରେ ୪ଶହ ଆତଙ୍କୀ

ଅନୁପ୍ରବେଶ ଅପେକ୍ଷାରେ ୪ଶହ ଆତଙ୍କୀ

ନୂଆଦିଲ୍ଲୀ: ବର୍ଷକରେ ୧୪୪ ଆତଙ୍କୀଙ୍କୁ ନିପାତ କରାଯାଇଥିବା କହିଛନ୍ତି ସେନାମୁଖ୍ୟ । ସେନା ଦିବସ ପରେଡରେ ଯୋଗଦେବା ଅବସରରେ ସେନାମୁଖ୍ୟ ଏହି ସୂଚନା ପ୍ରଦାନ କରିଛନ୍ତି । ପାକିସ୍ତାନ ସୀମାରେ ଶାନ୍ତି ରକ୍ଷା ପାଇଁ ଭାରତ ଅହରହ ଚେଷ୍ଟା କରିଆସୁଛି । ଲାଇନ ଅଫ କଣ୍ଟ୍ରୋଲରେ ସ୍ଥିତି ଗତବର୍ଷଠାରୁ ଭଲ ଅଛି । ସୀମାରେ ପାକିସ୍ତାନ ସଦାସର୍ବଦା ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି । ପାକ ପଟୁ ଅନୁପ୍ରବେଶ ପାଇଁ ୩ଶହରୁ ୪ଶହ ଆତଙ୍କୀ ଜଗି ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking