ନାବାଳିକା ଅସଦାଚରଣ; ଅଭିଯୁକ୍ତକୁ ୪ବର୍ଷ ଜେଲ

କେନ୍ଦୁଝର: ଜଣେ ୧୫ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୁକ୍ତକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝରଙ୍କ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମର ଜଣେ ୧୫ବର୍ଷୀୟା ନାବାଳିକା ୭ ନଭେମ୍ବର ୨୦୧୮ ସନ୍ଧ୍ୟା ପ୍ରାୟ ୭ଟା ୩୦ମି.ରେ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ପଡୋଶୀ ଅଜୟ ନାଏକ ଅସଦାଚରଣ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ … Continue reading ନାବାଳିକା ଅସଦାଚରଣ; ଅଭିଯୁକ୍ତକୁ ୪ବର୍ଷ ଜେଲ