ସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗୋଦାବରୀଶ ମିଶ୍ର  ଆଦର୍ଶ ବିଦ୍ୟାଳୟ ୨, ୯୬୦ କୋଟି  ବ୍ୟୟବରାଦ ହୋଇଛି । ସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି । … Continue reading ସମଗ୍ର ଶିକ୍ଷା  ପାଇଁ ୪ ହଜାର ୬୮୧ କୋଟି : ମୁଖ୍ୟମନ୍ତ୍ରୀ