38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବଡଗାମରେ ୪ ଆତଙ୍କୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ

ବଡଗାମରେ ୪ ଆତଙ୍କୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ : ଜମ୍ମୁ କାଶ୍ମୀର ପୋଲିସ୍କୁ ମିଳିଛି ବଡ଼ ସଫଳତା । ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଲସ୍କର ଇ ତୋଇବା ଆତଙ୍କୀ ସଂଗଠନର ସଦସ୍ୟ ବୋଲି ଏମାନେ ଜଣାପଡ଼ିିଛନ୍ତି ।

ଏମାନଙ୍କୁ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ଏଥିରେ ଅଛି ୩ଟି ଗ୍ରେନେଡ୍, ୨ଟି ଏକେ-ମାଗାଜିନ୍, ୬୫ ରାଉଣ୍ଡ ଗୁଳି ଓ ଏକେ-୪୭ । ଗତ କିଛି ଦିନ ହେଲା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି।

ମାଗଣା ରାସନ ଯୋଜନା ଅର୍ଥନୀତିକୁ ପ୍ରଭାବିତ କରିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking