28.1 C
Bhubaneswar
Wednesday, April 24, 2024
Homeଓଡିଶାଶପଥ ନେଲେ ୪ ଓଡ଼ିଆ ସାଂସଦ

ଶପଥ ନେଲେ ୪ ଓଡ଼ିଆ ସାଂସଦ

ଭୁବନେଶ୍ଵର: ରାଜ୍ୟସଭା ୬୧ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଶପଥ ନେଇଛନ୍ତି ଓଡ଼ିଶାରୁ ନିର୍ବାଚିତ ୪ଜଣ ସାଂସଦ । ୪ ଜଣ ସାଂସଦଙ୍କ ମଧ୍ୟରେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ ରହିଛନ୍ତି । ଆଜି ୪ଜଣ ସାଂସଦ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ଶପଥ ନେଇଛନ୍ତି । ବର୍ତମାନ ଦେଶ ସମେତ ସମଗ୍ର ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି । ସେଥିପାଇଁ କରୋନା ଦୃଷ୍ଟିରୁ ରାଜ୍ୟସଭା ଚ୍ୟାମ୍ବରରେ ସେମାନଙ୍କର ଶପଥ ଗ୍ରହଣ ଉତ୍ସବ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking